Welcome to Purnachandra ITI

The Purna Chandra Industrial Institute is one of the oldest ITI of Odisha, founded in loving memory of Late Maharaja Purna Chandra Bhanj Deo with a donation of Rupees one lac from the Junior Maharani Saheba, of Mayurbhanj State. The Institute commenced its first session from the 10th August, 1931. The institute is situated at Station Bazar, the heart of the city of Baripada, nearby to the Railway station. The aim of the ITI is to create a learning environment for the trainees and provide opportunities for them to realize their complete potential. Emphasis is laid on character building and development of individual aptitudes for learning and ability to adapt to the society.

Read More

Principal's Message

I am delighted to welcome you to the PCITI, Baripada website. It is found that the institution has achieved so many feathers to its crown during the last few years. The efforts taken by the Principal, Staff and Trainees to reach this success are commendable. Hope the success sustains. As the captain of the Team PCITI, Baripada I am proud of the changes and achievements of the institution. In the days to come it will act as a game changer for the institution by helping the trainees in the professional and personal development. We cannot always build future for our youth, but we can build our youth for the future.

Sri Kandan Majhi

Read More

Our Vision

  • Our physical & intellectual infrastructure would be among the Best of the Country
  • At least a third of our Graduates will be women.
  • We will provide the environment to create Great Entrepreneurs and Globally employable ITI Graduates.
  • We will forge…

    Read More

Our Mission

Transform the society through skilled professionalsRead More

ପୂର୍ଣ୍ଣ ଚନ୍ଦ୍ର ଶିଳ୍ପ ତାଲିମ କେନ୍ଦ୍ର କୁ ସ୍ଵାଗତଂ

ମୟୂରଭଂଜର ପୂର୍ବତନ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜ ଦେଓଙ୍କ ସ୍ମରଣରେ ତଥା ତତ୍କାଳୀନ ସାନ ମହାରାଣୀ ସାହେବାଙ୍କ ଏକ ଲକ୍ଷ ଅନୁଦାନ ରାଶିରେ ନିର୍ମିତ ହୋଇଥିବା ପୂର୍ଣ୍ଣଚନ୍ଦ୍ର ଆଇ.ଟି.ଆଇ. ହେଉଛି ଓଡିଶାର ପୁରାତନ ଆଇ.ଟି.ଆଇ. ମଧ୍ୟରୁ ଏକ । ଅନୁଷ୍ଠାନଟି ତାର ପ୍ରଥମ ସତ୍ର ୧୯୩୧ ରେ ଆରମ୍ଭ କରିଥିଲା । ବାରିପଦାର ଷ୍ଟେସନ ବଜାରଠାରେ ତଥା ବାରିପଦା ରେଳ ଷ୍ଟେସନ ର ନିକଟରେ ଏହା ଉପସ୍ଥିତ । ଆମର ଲକ୍ଷ୍ୟ ହେଉଛି ପ୍ରଶିକ୍ଷାର୍ଥୀଙ୍କ ପାଇଁ ଏକ ପାଠ୍ୟାନୁକୁଳୀ ବାତାବରଣ ତିଆରି କରିବା ଯାହା ଦ୍ୱାରା କି ସେମାନେ ନିଜର ଅନ୍ତର୍ନିହିତ ଦକ୍ଷତା ର ଅନୁଭବ କରିପାରିବେ | ଚରିତ୍ର ଗଠନ, ଶିକ୍ଷାଲାଭ କରିବା ପାଇଁ ବ୍ୟକ୍ତିଗତ ସ୍ତରରେ ନିଜ ଯୋଗ୍ୟତାର ବିକାଶ ତଥା ସମାଜ ସହ ନିଜକୁ ଖାପ ଖୁଆଇପାରିବା- ଏହି ସବୁ ବିଷୟରେ ଆମେ ଗୁରୁତ୍ୱ ଦେଇଥାଉ | ଆମର ମୂଳ ଲକ୍ଷ୍ୟ ହେଉଛି-(କ)ଏପରି ଏକ ପାଠ୍ୟ ଖସଡା ପ୍ରସ୍ତୁତ କରିବା, ଯାହାଦ୍ୱାରା ଜଣେ ପ୍ରଶିକ୍ଷାର୍ଥୀର ଶାରିରୀକ, ମାନସିକ ତଥା ଭାବନାତ୍ମକ ବିକାଶ ଘଟି ସେ ଏକ ଦାୟିତ୍ୱସଂପନ୍ନ ତଥା ଉତ୍ତମଭାବେ ସନ୍ତୁଳିତ ବ୍ୟକ୍ତିତ୍ୱଟିଏ ହୋଇ ଆଧୁନିକ ସମାଜ ସହ ତାଳ ଦେଇପାରିବ, (ଖ) ପ୍ରଚଳିତ ଉଦ୍ୟୋଗମାନଙ୍କରେ ପ୍ରତ୍ୟେକ କ୍ଷେତ୍ରରେ କୁଶଳୀ କାରିଗରଙ୍କ ଅନବରତ ପ୍ରବାହକୁ ନିଶ୍ଚୟ କରିବା, (ଗ) ଦକ୍ଷତା ବିକାଶ ମାଧ୍ୟମରେ ଔଦ୍ୟୋଗିକ ନିର୍ମାଣର ମାନ ଏବଂ ପରିମାଣକୁ ବଢେଇବା, (ଘ) ଶିକ୍ଷିତ ବେକାରଙ୍କୁ ଅନୁକୁଳ ଔଦ୍ୟୋଗିକ ନିଯୁକ୍ତି ତଥା ବ୍ୟବସାୟପୋଯୋଗୀ କରି ବେକାରୀ ସମସ୍ୟାକୁ କମ୍‌ କରିବା ଇତ୍ୟାଦି |

ଉତ୍କର୍ଷର କେନ୍ଦ୍ର

ଏହି ଅନୁଷ୍ଠାନଟି “Centre of Excellence” ବା “ଉତ୍କର୍ଷର କେନ୍ଦ୍ର” ଭାବେ ମନୋନୀତ ହୋଇଛି ଏବଂ ରାଜ୍ୟ ସରକାର ଓ NOCCi (North Orissa Chamber of Commerce & Industry) ମଧ୍ୟରେ ୨୦୦୮ ନଭମ୍ବରରେ ଏହାକୁ PPP ଢଙ୍ଗରେ ବିକଶିତ କରିବା ପାଇଁ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି | ବିଭିନ୍ନ ଖ୍ୟାତି ସମ୍ପନ୍ନ ଉଦ୍ୟୋଗୀ ତଥା ପ୍ରଶାସକଙ୍କୁ ନେଇ ଏକ ଆନୁଷ୍ଠାନିକ ପରିଚାଳନା କମିଟି ମଧ୍ୟ Societies Act ଦ୍ୱାରା ଗଠିତ ହୋଇଛି ଯେଉଁମାନେ କି ସରକାରଙ୍କୁ ଦାଖଲ କରାଯାଉଥିବା IDP Scheme ଅନୁସାରେ ଅନୁଷ୍ଠାନର ସର୍ବାଙ୍ଗୀନ ବିକାଶ ପାଇଁ ନିଷ୍ପତି ନେଇଥାଆନ୍ତି | ପୂର୍ବରୁ ଏହି ଆଇ.ଟି.ଆଇ. ଟି କେବଳ ମହିଳା ମାନଙ୍କ ଲାଗି ଉଦ୍ଦିଷ୍ଟ ଥିଲା ହେଲେ ୨୦୦୯-୨୦୧୦ ସତ୍ର ଠାରୁ ଏଠାରେ ନାରୀ-ପୁରୁଷ ଉଭୟେ ପାଠ ପଢିବାକୁ ସରକାର ଅନୁମତି ଦେଇଛନ୍ତି |

ସବିଶେଷ ବିବରଣୀ

ଆମ ଅଧ୍ୟକ୍ଷ ଙ୍କ ବାର୍ତ୍ତା

PCITI, ବାରିପଦା ର  ୱେବସାଇଟକୁ ଆପଣଙ୍କୁ ସ୍ୱାଗତ କରି ମୁଁ ଖୁସି ଅନୁଭବ କରୁଛି |

ସବିଶେଷ ବିବରଣୀ

ଆମର ଲକ୍ଷ୍ୟ

  • ଆମର ଶାରିରୀକ ତଥା ବୌଦ୍ଧିକ ଭିତ୍ତିଭୂମୀକୁ ସମଗ୍ର ଦେଶରେ ସର୍ବୋତ୍ତମ କରିବା |
  • ଅତି କମରେ ଆମର ଏକ ତୃତୀ

    ସବିଶେଷ ବିବରଣୀ

ଆମର ଅଭିଯାନ

“କୁଶଳୀ ବ୍ୟକ୍ତିତ୍ୱଙ୍କ ଦାରା ସମାଜର ରୂପାନ୍ତର କରିବା”

ସବିଶେଷ ବିବରଣୀ

Role Models

ଆମର ଆଦର୍ଶ ସମୂହ

Student Notice

ଛାତ୍ର-ଛାତ୍ରୀଙ୍କ ନିମନ୍ତେ ବିଜ୍ଞପ୍ତି

    Sorry, no announcements yet.

General Notice

ସାଧାରଣ ବିଜ୍ଞପ୍ତି

    Sorry, no notifications yet.

Tenders & Quotations

ଟେଣ୍ଡର ସମ୍ବନ୍ଧୀୟ ବିଜ୍ଞପ୍ତି

    Sorry, no tenders yet.